ସୁଜୀର୍ଣ୍ଣ Sujīrṇṇa

  • ସଂ. ବିଣ — ଉତ୍ତମରୂପେ ଜୀର୍ଣ୍ଣ — Well digested
  • ସଂ. ବିଣ — ଅତ୍ୟନ୍ତ ଚିରା — Tattered
  • ସଂ. ବିଣ — ଖୁବ୍ ସରୁ; ନିତାନ୍ତ ସରୁ — Too thin