ସୁଜି Suji

  • ଦେ. ବି (ସଂ. ସମୀଦ=ଗହମ ଅଟା; ଏଥିର ସଂସ୍କୃତ ନାମ ସମିତା—ଭାବପ୍ରକାଶ) — ଅଟାର ବା ମଇଦାର ଖୁଦ; ଗହମ ଚୂରି ତାକୁ ଚାଲୁଣିରେ ଚଲାଇବା ପରେ ଯେଉଁ ଖଦଡ଼ା ବା ଖୁଦି ରହିଯାଏ — Semolina; grits; coarse flour; granules of wheat left after the flour is passed through the sieve
  • ଦେ. ବି (ସଂ. ସମୀଦ=ଗହମ ଅଟା; ଏଥିର ସଂସ୍କୃତ ନାମ ସମିତା—ଭାବପ୍ରକାଶ) — [ଦ୍ର—ଏଥିରେ ରୁଟି, ମହନଭୋଗ ଓ ଖୀରୀ ହୁଏ।]
  • ପ୍ରାଦେ (ସମ୍ବଲପୁର) ବି (ତୁଳ ହି. ସୂଜୀ) ଛୁଞ୍ଚି — Needle