ସୁଜାଣମଣି Sujāṇamaṇi

  • ଦେ. ବି. ସ୍ତ୍ରୀ — ସୁଜ୍ଞା ସ୍ତ୍ରୀ; ପଣ୍ଡିତା ସ୍ତ୍ରୀ — A learned or considerate woman
  • ଦେ. ବି. ସ୍ତ୍ରୀ — ଚତୁରା ସ୍ତ୍ରୀ — A clever woman