ସୁଜାଉଦ୍ଦୌଲା Sujā udda̲u̲lā

  • ବୈଦେ. ବି (ନାମ) — ଅଯୋଧ୍ୟାର ଜନୈକ ନବାବ — Name of a Nobab of Oudh
  • ବୈଦେ. ବି (ନାମ) — [ଦ୍ର— ଏ ନବାବ୍ ଉଜିତ୍ ସଫ୍ଦର୍ଙ୍କ ପୁତ୍ର। ଏହାଙ୍କ ପ୍ରକୃତ ନାମ ଜଲାଲ୍ଉଦ୍ଦିନ୍ ହଏଦର୍। ଏ ଖ୍ରୀ 1731 ରେ ଜନ୍ମଗ୍ରହଣ କରିଥିଲେ ଏବଂ 1753 ରେ ଅଯୋଧ୍ୟାର ସିଂହାସନ ଅଧିକାର କଲେ। ଏ ବଙ୍ଗଳାର ପଳାତକ ନବାବ ମିର୍କାସିମଙ୍କୁ ଆଶ୍ରୟ ଦେଇ ଇଂରେଜଙ୍କ ସଙ୍ଗେ ଯୁଦ୍ଧ କରି ପରାଜିତ ହୋଇ ପରେ ରୋହିଲା ଓ ମରହଟ୍ଟାମାନଙ୍କ ଆଶ୍ରୟ ନେଲେ। ଏ ପରେ ଇଂରେଜଙ୍କଠାରେ ଅତ୍ମସମର୍ପଣ କରିବାରୁ ଇଂରାଜମାନେ ପୁଣି ଏହାଙ୍କୁ ଅଯୋଧ୍ୟାର ନବାବ ପଦରେ ପ୍ରତିଷ୍ଠିତ କଲେ। ଏ ଖ୍ରୀ 1775 ରେ ପ୍ରାଣତ୍ୟାଗ କଲେ।] — [ଦ୍ର— ଏ ନବାବ୍ ଉଜିତ୍ ସଫ୍ଦର୍ଙ୍କ ପୁତ୍ର ଏହାଙ୍କ ପ୍ରକୃତ ନାମ ଜଲାଲ୍ଉଦ୍ଦିନ୍ ହଏଦର୍ ଏ ଖ୍ରୀ1731ରେ ଜନ୍ମଗ୍ରହଣ କରିଥିଲେ ଏବଂ1753ରେ ଅଯୋଧ୍ୟାର ସିଂହାସନ ଅଧିକାର କଲେ ଏ ବଙ୍ଗଳାର ପଳାତକ ନବାବ ମିର୍କାସିମଙ୍କୁ ଆଶ୍ରୟ ଦେଇ ଇଂରେଜଙ୍କ ସଙ୍ଗେ ଯୁଦ୍ଧ କରି ପରାଜିତ ହୋଇ ପରେ ରୋହିଲା ଓ ମରହଟ୍ଟାମାନଙ୍କ ଆଶ୍ରୟ ନେଲେ ଏ ପରେ ଇଂରେଜଙ୍କଠାରେ ଅତ୍ମସମର୍ପଣ କରିବାରୁ ଇଂରାଜମାନେ ପୁଣି ଏହାଙ୍କୁ ଅଯୋଧ୍ୟାର ନବାବ ପଦରେ ପ୍ରତିଷ୍ଠିତ କଲେ ଏ ଖ୍ରୀ1775ରେ ପ୍ରାଣତ୍ୟାଗ କଲେ]