ସୁଜଳବାନ୍ Sujaḻabān

  • ସଂ. ବିଣ. ପୁଂ (ସୁଜଳ+ବତ୍; 1 ମା. 1 ବ) — ପବିତ୍ର ଜଳଯୁକ୍ତ — Having sacred water
  • ସଂ. ବିଣ. ପୁଂ (ସୁଜଳ+ବତ୍; 1 ମା. 1 ବ) — ବିଶୁଦ୍ଧ ଜଳଯୁକ୍ତ — Having pure water
  • ସଂ. ବିଣ. ପୁଂ (ସୁଜଳ+ବତ୍; 1 ମା. 1 ବ) — ସୁସ୍ୱାଦୁ ଜଳଯୁକ୍ତ — Having sweet water
  • ସଂ. ବିଣ. ପୁଂ (ସୁଜଳ+ବତ୍; 1 ମା. 1 ବ) — ଯଥେଷ୍ଟ ଜଳଯୁକ୍ତ — Having plenty of water