ସୁଜନ୍ମା Sujanmā
- ସଂ. ବିଣ (ସୁ+ଜନ୍ମନ୍; 1 ମା. 1 ବ; ବହୁବ୍ରୀହି) — ବିବାହିତ ପତିଙ୍କ ଔରସ ଜାତ (ସନ୍ତାନ) — Legitimate (child)
- ସଂ. ବିଣ (ସୁ+ଜନ୍ମନ୍; 1 ମା. 1 ବ; ବହୁବ୍ରୀହି) — ସଦ୍ବଂଶ ଜାତ — Of gentle or noble birth
- ସଂ. ବିଣ (ସୁ+ଜନ୍ମନ୍; 1 ମା. 1 ବ; ବହୁବ୍ରୀହି) — କ୍ଷଣଜନ୍ମା; ଅତି ସାଧୁ — Very good and noble