ସୁଚିତ୍ତ Suchittta

  • ସଂ. ବି — ଦିବ୍ୟ ଚିତ୍ତ; ପ୍ରସନ୍ନ ମନ — Well-disposed mind; propitious mind
  • ସଂ. ବିଣ. ପୁଂ. (ବହୁବ୍ରୀହି) — ସ୍ଥିରଚେତାଃ — Of a calm mind
  • ସଂ. ବିଣ. ପୁଂ. (ବହୁବ୍ରୀହି) — ନିଶ୍ଚିନ୍ତ (ହି. ଶ) — Free from anxiety