ସୁଚାଇବା Suchāibā

  • ପ୍ରାଦେ. (ସମ୍ବଲପୁର) କ୍ରି — ଚେତାଇବା — To remind
  • ଦେ. କ୍ରି (ସଂ. ସୂଚନା) — ସୂଚନା କରିବା — To hint; to indicate