ସୁଚରିତ Sucharita

  • ସଂ. ବି — ସଦାଚାର — Good conduct
  • ସଂ. ବି — ସଦ୍ବ୍ଯବହାର — Good behaviour
  • ସଂ. ବିଣ. ପୁଂ (ବହୁବ୍ରୀହି) — ସଚ୍ଚରିତ୍ର; ସତ୍— ସ୍ୱଭାବବିଶିଷ୍ଟ — Of good conduct or character