ସୁଙ୍ଗିବା Suṅgibā

  • ଗ୍ରା. କ୍ରି — ଶୁଙ୍ଘିବା (ଦେଖ) — Ṡuṅghibā (See)
  • ଗ୍ରା. କ୍ରି — [ଉ—କରେ ଦେଲା ସୁଗନ୍ଧ ମଣ୍ଡା, ସୁଙ୍ଗନ୍ତେ କୁମରମଣି ହୋଇଲା ମେଣ୍ଢା—ପ୍ରତାପ, ଶଶିସେଣା।]