ସୁଗନ୍ଧୀ Sugandhiī

  • ସଂ. ବିଣ. ପୁଂ ଓ କ୍ଳୀ— (ସୁଗନ୍ଧୀ+କର୍ତ୍ତୃ ଇନ୍; 1 ମା. 1 ବ) — ସୁଗନ୍ଧଯୁକ୍ତ; ସୁବାସବିଶିଷ୍ଟ — Sweet-smelling