ସୁଗନ୍ଧିକ Sugandhika
- ସଂ. ବି — କହ୍ଲାର; କଇଁ (ଶବ୍ଦରତ୍ନାବଳୀ) — Water lily
- ସଂ. ବି — ପୁଷ୍କରମୂଳ (ରାଜ— ନିର୍ଘଣ୍ଟ) — The root of Alpotaris Auriculata
- ସଂ. ବି — ସୁରପତ୍ରୀ (ଦେଖ) (ରାଜନିର୍ଘଣ୍ଟ) — Surapatrī (See)
- ସଂ. ବି — ଉଶୀର; ବେଣାଚେର (ରାଜନିର୍ଘଣ୍ଟ) — Fragrant root of Beṇā grass
- ସଂ. ବି — ମହାଶାଳୀ (ହେମଚନ୍ଦ୍ର) — Coarse winter paddy
- ସଂ. ବି — ତୁରୁସ୍କ; ଲୋବାନ୍ (ରାଜନିର୍ଘଣ୍ଟ) — Olibanum
- ସଂ. ବି — ଗନ୍ଧକ (ରାଜମୁକୁଟ) — Sulphur
- ସଂ. ବି — କଳାଜୀରା (ହି. ଶ) — Black cuminseed
- ସଂ. ବି — ଶିଳାରସ (ହି. ଶ) — Siḻārasa (See)
- ସଂ. ବି — ବାସବତୀ ଚାଉଳ (ହି. ଶ) — Scented rice
- ସଂ. ବି — କଇଥ (ହି. ଶ) — Elephant apple
- ସଂ. ବି — ପୁନ୍ନାଗ; ନାଗକେଶର (ହି, ଶ) — Mesua Ferra