ସୁଗନ୍ଧ ଘଡ଼ି Sugandha ghaṟḍ̠i

  • ଦେ. ବି (ସଂ ସୁଗନ୍ଧ+ ଘଟୀ) — ଯେଉଁ ଘଡ଼ିରେ ବା ଶିଶିରେ ଅତର ଆଦି ସୁଗନ୍ଧଦ୍ରବ୍ୟ ରଖାଯାଏ — Scent bottle
  • ଦେ. ବି (ସଂ ସୁଗନ୍ଧ+ ଘଟୀ) — [ଉ— ଫିଟି ନ ଥିବ ତାର ସୁଗନ୍ଧ ଘଡ଼ି—ଭଞ୍ଜ, ସୁବର୍ଣ୍ଣରେଖା।]