ସୁଖାଧାର Sukhādhāra

  • ସଂ. ବି ( 6 ଷ୍ଠୀ ତତ୍) — ସୁଖର ଆଧାର — The receptacle of happiness
  • ସଂ. ବି ( 6 ଷ୍ଠୀ ତତ୍) — ଯେଉଁଠାରେ ସବୁ ସୁଖ ମିଳେ — A place of happiness
  • ସଂ. ବି ( 6 ଷ୍ଠୀ ତତ୍) — ସ୍ୱର୍ଗ (ଶବ୍ଦ ରତ୍ନାବଳୀ) — Heaven