ସୁଖାତକ Sukhātaka

  • ଦେ. ବି — ଯେଉଁ ଋଣକର୍ତ୍ତା ଟଙ୍କା ଶୁଝିବାକୁ ମହାଜନକୁ ଦହଗଞ୍ଜ କରେ ନାହିଁ — A good debtor
  • ଦେ. ବି — [ଦ୍ର— ତମସୁକରେ ପ୍ରତ୍ୟେକ ଖାତକକୁ 'ସୁଖାତକ' ରୂପ ବିଶେଷଣରେ ଅଳଂକୃତ କରି ଦଲିଲ ଲେଖାପଢ଼ି ହୁଏ।]