ସୁଖର ପିଆରା Sukhara piārā

  • ଦେ. ବି — ଯେଉଁ ବ୍ଯକ୍ତି ମନୁଷ୍ୟର ସୁଖଭୋଗ ସମୟରେ ନିକଟରେ ଉପସ୍ଥିତ ହୁଏ, କିନ୍ତୁ ଦୁଃଖ ପଡ଼ିଲେ ଛାଡ଼ିଯାଏ — A friend or companion during one's happy days; a friend in prosperity (not in adversity); a summar friend