ସୁଖଦୋହ୍ୟା Sukhadohyā

  • ସଂ. ବି. ସ୍ତ୍ରୀ (ସୁଖ+ଦୁହ ଧାତୁ+କର୍ମ. ଯ+ ସ୍ତ୍ରୀ. ଆ) — ଯାହାକୁ [ଯେଉଁ ଗାଈକୁ] ଅନାୟାସରେ ଦୁହାଁ ଯାଇପାରେ — Easily milked (cow)
  • ସଂ. ବି. ସ୍ତ୍ରୀ — ସୁଖସନ୍ଦୋହ୍ୟାଃ ଗୌ (ହେମଚନ୍ଦ୍ର); ସହଜରେ ଦୁହିଁ ହେଉଥିବା ଗାଈ — Easily milked cow