ସୁଖଞ୍ଜଣି Sukhan̄jaṇi

  • ଦେ. ବି (ସଂ. ସୁଖଚିତ) — ସୁନ୍ଦର ରୂପେ ଗ୍ରଥିତ; ପରିପାଟୀରେ ଖଞ୍ଜା ହୋଇଥିବା; ସୁନ୍ଦର ଭାବରେ ଖଚିତ — Well-set
  • ଦେ. ବି (ସଂ. ସୁଖଚିତ) — [ଉ—ଶ୍ରୀବକ୍ଷେ କଭସ୍ତୁଭ ଗଣି ସୁବର୍ଣ୍ଣ ସୂତ୍ରେ ସୁଖଞ୍ଜଣି। ଜଗନ୍ନାଥ, ଭାଗବତ।]