ସୁଖ ରାତ୍ରି Sukha rātri

  • ସଂ. ବି (ମ. ପ. ଲୋ) — ସୁଖ ରଜନୀ (ଦେଖ) — Sukha rajanī (See)
  • ସଂ. ବି (ମ. ପ. ଲୋ) — ଦୀପାନ୍ୱିତ ଅମାବାସ୍ୟା ରାତ୍ରୀ; ଦେବାଲି ରାତି; କାର୍ତ୍ତିକ ଅମାବାସ୍ୟା ରାତି; ଲକ୍ଷ୍ମୀପୂଜା ରାତ୍ରୀ — The night of Kārttika new moon