ସୁଖ ଭାକ୍ Sukha bhāk
- ସଂ. ବିଣ (ସୁଖ+ଭଜ୍ ଧାତୁ+କର୍ତ୍ତୃ. କ୍ୱିପ୍; ସୁଖଭାଜ୍, 1 ମା. 1 ବ) — ସୁଖଭାଗୀ; ସୁଖର ଭାଗଦାର; ଯେ ଅନ୍ଯ ସଙ୍ଗେ ସୁଖକୁ ଭୋଗ କରେ — Enjoying or sharing pleasure with another
- ସଂ. ବିଣ (ସୁଖ+ଭଜ୍ ଧାତୁ+କର୍ତ୍ତୃ. କ୍ୱିପ୍; ସୁଖଭାଜ୍, 1 ମା. 1 ବ) — ସୁଖଭୋଗୀ; ସୁଖୀ — Enjoying happiness; happy