ସୁଖ ପାଇବା Sukha pāibā
- ଦେ. କ୍ରି — ସୁଖ ଭୋଗ କରିବା — To enjoy happiness
- ଦେ. କ୍ରି — (କୌଣସି ବ୍ଯକ୍ତିକୁ ବା କାର୍ଯ୍ୟକୁ) ସ୍ନେହ ବା ଆଦର ଚକ୍ଷୁରେ ଦେଖିବା — To like or love (a person or thing)
- ଦେ. କ୍ରି — [ଉ— କାଟେ ଖଟ ବୋଲି ହଁସୁଲି ତୁଳିକି ମୁଞ୍ଚି ଧୂଳିକି ସୁଖ ପାଇଲ ହେ ରାଜନ। ବିଶ୍ୱନାଥ, ବିଚିତ୍ର ରାମାୟଣ।]