ସୁଖ ଧାମ Sukha dhāma

  • ସଂ. ବି ( 6 ଷ୍ଠୀ ତତ୍; ସୁଖ+ଧାମନ୍) — ଯେଉଁଠାରେ ସର୍ବଦା ସୁଖ ରାଜତ୍ୱ କରେ — Abode of happiness
  • ସଂ. ବି ( 6 ଷ୍ଠୀ ତତ୍; ସୁଖ+ଧାମନ୍) — ବୈକୁଣ୍ଠ — Paradise
  • ସଂ. ବିଣ — ସୁଖଦାୟକ (ହି. ଶ) — Giving pleasure