ସୁଖ ଦୁଖ ହେବା Sukha dukha hebā

  • ଗ୍ରା. କ୍ରି — ନିଜର ସୁଖମୟ ଓ ଦୁଃଖମୟ ସାଂସାରିକ ଅନୁଭବ ବିଷୟରେ ପରସ୍ପର ସଙ୍ଗେ କଥାଭାଷା ହେବା — To talk to each other about each other's weals and woes