ସୁଖ ଜାତ Sukha jāta

  • ସଂ. ବି—( 6 ଷ୍ଠୀ ତତ୍) — ସୁଖ ସମୂହ — Various pleasures
  • ସଂ. ବିଣ ( 5 ମୀ ତତ୍) — ସୁଖରୁ ଜାତ — Born of happiness
  • ସଂ. ବିଣ ( 5 ମୀ ତତ୍) — (ବହୁବ୍ରୀହି; ସୁଖ ହୋଇଅଛି ଜାତ ଯାହାର)—ଜାତ— ସୁଖ; ସୁଖୀ (ଭଟ୍ଟୀ, ପଞ୍ଚମସର୍ଗ) — Happy; made happy