ସୁଖ କର Sukha kara

  • ସଂ. ବିଣ. ପୁଂ (ସୁଖ+କୃ ଧାତୁ+କର୍ତ୍ତୃ. ଅ) — ସୁଖ— ଜନକ — Pleasing
  • ସଂ. ବିଣ. ପୁଂ (ସୁଖ+କୃ ଧାତୁ+କର୍ତ୍ତୃ. ଅ) — ସୁକର— (ଦୁର୍ଗାଦାସ) — Easy of accomplishment