ସୁକ୍ଷମ Sukshama

  • ସଂ. ବିଣ (ପୁଂ) (ସୁ=ଅତ୍ୟନ୍ତ+କ୍ଷମ) — ଅତ୍ୟନ୍ତ ପାରଙ୍ଗମ — Very competent
  • ଗ୍ରା. ବିଣ (ସଂ. ସୂକ୍ଷ୍ମ) — ସୂକ୍ଷ୍ମ — Minute
  • ଗ୍ରା. ବିଣ (ସଂ. ସୂକ୍ଷ୍ମ) — [ଉ—ମାୟା ରହୁବାର ମାନସେ ସୁକ୍ଷମ ମାନସ ହୁଅଇ ଯାଇ ସେ—ବିଶ୍ୱନାଥ, ବିଚିତ୍ର ରାମାୟଣ।]