ସୁଖ କରିବା Sukha karibā

  • ଦେ. କ୍ରି — (କୌଣସି ବ୍ଯକ୍ତି ଉପରେ) ସନ୍ତୁଷ୍ଟ ହେବା — To be pleased with (a person)
  • ଦେ. କ୍ରି — [ଉ— ଅର୍ଜୁନଙ୍କଠାରେ ବହୁତ ସୁଖ କଲେ। କୃଷ୍ଣସିଂହ, ମହାଭାରତ, ଆଦି।]
  • ଦେ. କ୍ରି — ସୁଖ ଭୋଗ କରିବା — To enjoy happiness