ସୁକୃତ ଫଳ Sukṛuta phaḻa

  • ସଂ. ବି ( 6 ଷ୍ଠୀ ତତ୍) — ପୁଣ୍ୟର ଫଳ — The result of pious act
  • ସଂ. ବି ( 6 ଷ୍ଠୀ ତତ୍) — ବାଞ୍ଛିତ ସମ୍ପତ୍ତି; ଅଭିଳଷିତ ଐଶ୍ୱର୍ଯ୍ୟ — Wished-for bliss