ସୁକୁମାର Sukumāra
- ସଂ. ବି. ପୁଂ (କର୍ମଧା) — ଉତ୍ତମ ବାଳକ — Good boy
- ସଂ. ବି. ପୁଂ (କର୍ମଧା) — ଅତି ଶିଶୁ — Infant; mere child
- ସଂ. ବି. ପୁଂ (କର୍ମଧା) — ପୁଣ୍ଡ୍ରେକ୍ଷୁ [ମେଦିନୀ] — A kind of sugarcane
- ସଂ. ବି. ପୁଂ (କର୍ମଧା) — ବନଚମ୍ପକ (ରାଜ— ନିର୍ଘଣ୍ଟ) — A sort of wild flower
- ସଂ. ବି. ପୁଂ (କର୍ମଧା) — କ୍ଷବ; ଛିଙ୍କ [ରାଜ ନିର୍ଘଣ୍ଟ] — Sneezing
- ସଂ. ବି. ପୁଂ (କର୍ମଧା) — ଶ୍ୟାମକା; ସୁଆଁ ଧାନ [ରାଜନିର୍ଘଣ୍ଟ] — A wild grain; Panicum Frumentaceum
- ସଂ. ବି. ପୁଂ (କର୍ମଧା) — ଅପାମାର୍ଗ [ହି. ଶ] — Acheranthes Aspera (plant)
- ସଂ. ବି. ପୁଂ (କର୍ମଧା) — ତମାଖୁ ପତ୍ର [ହି. ଶ] — Tobacco leaf
- ସଂ. ବିଣ — ଅତି କୋମଳ [ଅମର] — Very soft; delicate; tender
- ସଂ. ବିଣ — କୋମ— ଳାଙ୍ଗଯୁକ୍ତ; ଯେ କଷ୍ଟ ସହିପାରେ ନାହିଁ — Incapable of bearing pain; delicate-bodied; tender-bodied
- ସଂ. ବିଣ — ସୂକ୍ଷ୍ମ; ସରୁ — Fine
- ସଂ. ବିଣ — ପତଳା — Slender