ସୁକୁମାରୀ Sukumārī
- ସଂ. ବି — ନବମାଳିକା (ରାଜନିର୍ଘଣ୍ଟ); ନିଆଳୀ — A flower; Jasminum Arborescens
- ସଂ. ବି — ବନମଲ୍ଲୀକା (ହି. ଶ) — wild Jasmine
- ସଂ. ବି — ବଡ଼ କଲରା (ହି. ଶ) — Big variety of memordica
- ସଂ. ବି — କଦଳୀ ଗଛ (ହି. ଶ) — Plantain tree
- ସଂ. ବି — ପୃକ୍କା; ପିଡ଼ଙ୍ଗ ଶାଗ (ହି. ଶ) — Trigonella Corniculata (herb)
- ସଂ. ବି — କନ୍ଯା (ହି. ଶ); ବାଳିକା — Girl
- ସଂ. ବି — ଝିଅ (ହି. ଶ) — Daughter
- ସଂ. ବିଣ — ସୁକୁମାରର ସ୍ତ୍ରୀଲିଙ୍ଗ — Feminme of Sukumāra
- ଦେ. ବି. ସ୍ତ୍ରୀ — କୋମଳାଙ୍ଗୀ ସ୍ତ୍ରୀ — A delicate-bodied woman
- ଦେ. ବି. ସ୍ତ୍ରୀ — ଯେଉଁ ସ୍ତ୍ରୀ ଶାରୀରିକ କଷ୍ଟ ସହିପାରେ ନାହିଁ — A woman who cannot bear physical pain
- ଦେ. ବି. ସ୍ତ୍ରୀ — ସ୍ତ୍ରୀ ଲୋକଙ୍କୁ ଦିଆଯିବା ନାମ — A name given to females