ସୁକୁମାରା Sukumārā
- ସଂ. ବି (ସୁକୁମାର+ଆ) — ଜାତୀ; ଜାଇଫୁଲ — One-petalled Jasmine; Jasminum Grandiflorum
- ସଂ. ବି (ସୁକୁମାର+ଆ) — ନବମାଳିକା; ନିଆଳୀ ଫୁଲ — A kind of flower; Jasminum Arborescens
- ସଂ. ବି (ସୁକୁମାର+ଆ) — କଦଳୀ — Banana; plantain
- ସଂ. ବି (ସୁକୁମାର+ଆ) — ପୃକ୍କା; ପିଡ଼ଙ୍ଗ ଶାଗ — Trigonella Corniculata (pot herb)
- ସଂ. ବି (ସୁକୁମାର+ଆ) — ମାଳତୀ — A creeper and its flower; echites