ସୁକିନ୍ଦା Sukindā

  • ଦେ. ବି— (ନାମ) — କଟକ ଜିଲ୍ଲାର ଯାଜପୁର ସବ୍ଡିଭିଜନ୍ ଅନ୍ତର୍ଗତ ଗୋଟିଏ କିଲ୍ଲାଜାତ ଜମିଦାରୀ — The name of an estate in the Cuttack district
  • ଦେ. ବି— (ନାମ) — [ଦ୍ର— ଅଷ୍ଟମ ଶତାବ୍ଦୀର ମଧ୍ୟଭାଗରେ ମଧ୍ୟପ୍ରଦେଶବାସୀ ଯୋଗେନ୍ଦ୍ର ଭୂପତି ପୁରୀକୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସି ଥିଲେ। ସେ ଏଠାରେ ରହି ଏହି ଜିଲ୍ଲାର ତଦାନୀନ୍ତନ ଅସଭ୍ୟ ଜାତିଙ୍କ ପ୍ରଧାନ କୃଷ୍ଣଚନ୍ଦ୍ର ଧୀରଙ୍କ କନ୍ୟାଙ୍କୁ ବିବାହ କରି ସୁକିନ୍ଦାର ରାଜା ହେଲେ। ତାଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ସୁକିନ୍ଦାରେ ସର୍ବ ମୋଟ 44 ଜଣ ରାଜା ହେଲେଣି। ଲେଖକ—ଶ୍ରୀ ଚନ୍ଦ୍ରଶେଖର ଦାସ।] — [ଦ୍ର— ଅଷ୍ଟମ ଶତାବ୍ଦୀର ମଧ୍ୟଭାଗରେ ମଧ୍ୟପ୍ରଦେଶବାସୀ ଯୋଗେନ୍ଦ୍ର ଭୂପତି ପୁରୀକୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସି ଥିଲେ ସେ ଏଠାରେ ରହି ଏହି ଜିଲ୍ଲାର ତଦାନୀନ୍ତନ ଅସଭ୍ୟ ଜାତିଙ୍କ ପ୍ରଧାନ କୃଷ୍ଣଚନ୍ଦ୍ର ଧୀରଙ୍କ କନ୍ୟାଙ୍କୁ ବିବାହ କରି ସୁକିନ୍ଦାର ରାଜା ହେଲେ ତାଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ସୁକିନ୍ଦାରେ ସର୍ବ ମୋଟ44ଜଣ ରାଜା ହେଲେଣି ଲେଖକ—ଶ୍ରୀ ଚନ୍ଦ୍ରଶେଖର ଦାସ]