ସୁକାଷ୍ଠକ Sukāshṭhaka

  • ସଂ. ବି — ଉତ୍କୃଷ୍ଟ ବା ସୁନ୍ଦର କାଷ୍ଠ — Excellent or nice wood
  • ସଂ. ବି — ଦେବକାଷ୍ଠ (ରାଜନିର୍ଘଣ୍ଟ); ଦେବଦାରୁ — Pine wood