ସୁକାଣ୍ଡୀ Sukāṇḍī

  • ସଂ. ବିଣ (ସୁ+କାଣ୍ଡ+ଇନ୍; 1 ମା. 1 ବ) — ସୁନ୍ଦର କାଣ୍ଡଯୁକ୍ତ — Having a good trunk
  • ସଂ. ବିଣ (ସୁ+କାଣ୍ଡ+ଇନ୍; 1 ମା. 1 ବ) — ଭ୍ରମର (ରାଜନିର୍ଘଣ୍ଟ) — The black bee