ସୁକର Sukara
- ସଂ. ବିଣ. ପୁଂ (ସୁ+କୃ ଧାତୁ+କର୍ମ. ଅ) — ସୁସାଧ୍ୟ; ସହଜସାଧ୍ୟ; ଅନାୟାସପାଧ୍ୟ — Easy of accomplishment
- ସଂ. ବିଣ. ପୁଂ (ସୁ+କୃ ଧାତୁ+କର୍ମ. ଅ) — ସୁଖକର — Pleasant
- ଦେ. ବିଣ — ସୁନ୍ଦର — Beautiful
- ଦେ. ବିଣ — [ଉ— ବାହାରିଲେ ସୁକର କଣ୍ଢାଇ ପରକାର ଯେ—ଭଞ୍ଜ, ବୈଦେ— ହୀଶବିଳାସ।]
- ଗ୍ରା. ବି (ସଂ. ଶୁକ୍ର) — ଶୁକର (ଦେଖ) — Ṡukara (See)