ସୁକର୍ମ୍ମ Sukarmma

  • ସଂ. ବି — ସୁନ୍ଦର କାର୍ଯ୍ୟ; ଉତ୍ତମ କାର୍ଯ୍ୟ — Good Work
  • ସଂ. ବି — ସତ୍କ୍ରିୟା; ସତ୍କାର୍ଯ୍ୟ — Benevolent act
  • ସଂ. ବିଣ — ସତ୍କ୍ରିୟ (ବ୍ଯକ୍ତି) — (A man) Performing good acts