ସୁକର୍ମ୍ମା Sukarmmā
- ସଂ. ବିଣ. ପୁଂ (ବହୁବ୍ରୀହି; ସୁ+କର୍ମନ; 1 ମା. 1 ବ) — ଶୋଭନ କର୍ମଶୀଳ; ସତ୍କ୍ରିୟ (ହେମଚନ୍ଦ୍ର) — Performing good acts
- ସଂ. ବିଣ. ପୁଂ (ବହୁବ୍ରୀହି; ସୁ+କର୍ମନ; 1 ମା. 1 ବ) — କର୍ମକ୍ଷମ; କାର୍ଯ୍ୟକୁଶଳ — Able; skilful
- ସଂ. ବି — (ଜ୍ୟୋତିଷ) ବିଷ୍ଣୁମ୍ଭାଦି ସପ୍ତବିଂଶତି ଯୋଗାନ୍ତର୍ଗତ ସପ୍ତମ ଯୋଗ — (Astrology) one of the 27 astrological conjuctions
- ସଂ. ବି — [ଦ୍ର— ଏଥିରେ ଜାତ ହେବା ବ୍ଯକ୍ତି ପରୋପକାରୀ, କଳା କୁଶଳ, ହର୍ଷଯୁକ୍ତ, ଯଶସ୍ୱୀ ଓ ସୁକର୍ମା ହୁଏ। କୋଷ୍ଠୀ ପ୍ରଦୀପ।
- ସଂ. ବି — ବିଶ୍ୱ— କର୍ମା (ମେଦିନୀ) — The heavenly architect