ସୁଆର ବରତନ Suāra baratana

  • ଦେ. ବି. (ସଂ. ସୂପକାର+ହି. ବର୍ତ୍ତନ୍) — ସୂପକାରର ନିର୍ଦ୍ଦିଷ୍ଟ ପାରିଶ୍ରମିକ — The fixed scale of remuneration of a cook
  • ଦେ. ବି. (ସଂ. ସୂପକାର+ହି. ବର୍ତ୍ତନ୍) — [ଦ୍ର—ପୁରୀର ଜଗନ୍ନାଥ ଓ ଭୁବନେ— ଶ୍ୱରର ଲିଙ୍ଗରାଜ ମହାପ୍ରଭୁଙ୍କ ଅନ୍ନ— ବ୍ୟଞ୍ଜନାଦି ରାନ୍ଧିବା ପାଇଁ ସୁଆରମାନଙ୍କର ପାରିଶ୍ରମିକର ରେଟ୍ ପୂର୍ବ ବିଧି ଅନୁସାରେ ନିର୍ଦ୍ଦିଷ୍ଟ ଅଛି।]