ସୁଆମ, ସୁହାମ Suā(hā)ma

  • ଦେ. ବି. (ସଂ. ଶାଲ୍ମଳିକ) — ମଧ୍ୟ ଓ ପଶ୍ଚିମ ଭାରତରେ ଜନ୍ମୁଥିବା ନିମ୍ବାଦି ବର୍ଗର ଏକପ୍ରକାର ଜଙ୍ଗଲି କାଠ ଗଛ — A timber wood; Tecoma Andulata; Andersonia Rohitaka
  • ଦେ. ବି. (ସଂ. ଶାଲ୍ମଳିକ) — [ଦ୍ର—ଏହାର କାଣ୍ଡ ସିଧା ଓ ବକଳ ନାଲିଆ। ଏଥିର ଗୋଟିଏ ଡେମ୍ଫରେ 3 ଠାରୁ 6 ଯୋଡ଼ା ପର୍ଯ୍ୟନ୍ତ ପତ୍ର ଥାଏ। ଏହାର ଫଳ 1। 2 ଇଞ୍ଚ ଲମ୍ବ ଓ ପାଚିଲେ 5 ଖଣ୍ଡ ହୋଇ ଫାଟିଯାଏ। ଏଥିର ବୀଜ ଚେପ୍ଟା ଓ ପକ୍ଷଯୁକ୍ତ। ଏହାର କାଠ ଶକ୍ତ ଥିବାରୁ ଲୋକେ ଏଥିରେ କବାଟ, ଶଗଡ଼ ଆଦି ତିଆରି କରନ୍ତି। ସାଧାରଣତଃ ଏହାର ମଞ୍ଜ କାଠ ନାଲି। କିନ୍ତୁ ଏକ ଜାତିର କାଠର ମଞ୍ଜ ଶ୍ୱେତ। ଏଥିର ଛେଲିରୁ ଲଇ ହୁଏ। ଏହାର ଛେଲି କଟୁ କଷାୟ ରସ, ପ୍ଳୀହାନାଶକ, ରୁଚିକର ଓ ରକ୍ତ ପରିଷ୍କାରକ ଏବଂ ଯକୃତ୍, ଗୁଳ୍ମ, କୃମି, ବ୍ରଣ, ନେତ୍ର— ରୋଗ ଓ ଉଦର ରୋଗରେ ବିଶେଷ ଉପକାରୀ।] — [ଦ୍ର—ଏହାର କାଣ୍ଡ ସିଧା ଓ ବକଳ ନାଲିଆ ଏଥିର ଗୋଟିଏ ଡେମ୍ଫରେ3ଠାରୁ6ଯୋଡ଼ା ପର୍ଯ୍ୟନ୍ତ ପତ୍ର ଥାଏ ଏହାର ଫଳ1 2ଇଞ୍ଚ ଲମ୍ବ ଓ ପାଚିଲେ5ଖଣ୍ଡ ହୋଇ ଫାଟିଯାଏ ଏଥିର ବୀଜ ଚେପ୍ଟା ଓ ପକ୍ଷଯୁକ୍ତ ଏହାର କାଠ ଶକ୍ତ ଥିବାରୁ ଲୋକେ ଏଥିରେ କବାଟ, ଶଗଡ଼ ଆଦି ତିଆରି କରନ୍ତି ସାଧାରଣତଃ ଏହାର ମଞ୍ଜ କାଠ ନାଲି କିନ୍ତୁ ଏକ ଜାତିର କାଠର ମଞ୍ଜ ଶ୍ୱେତ ଏଥିର ଛେଲିରୁ ଲଇ ହୁଏ ଏହାର ଛେଲି କଟୁ କଷାୟ ରସ, ପ୍ଳୀହାନାଶକ, ରୁଚିକର ଓ ରକ୍ତ ପରିଷ୍କାରକ ଏବଂ ଯକୃତ୍, ଗୁଳ୍ମ, କୃମି, ବ୍ରଣ, ନେତ୍ର— ରୋଗ ଓ ଉଦର ରୋଗରେ ବିଶେଷ ଉପକାରୀ]