ସୁଆଗ (ଇତ୍ୟାଦି) Suāga (etc)

  • ଦେ. ବି. (ସଂ. ସୌଭାଗ୍ୟ) — ସୁହାଗ ଇତ୍ୟାଦି (ଦେଖ) — Suhāga etc. (See)
  • ଦେ. ବି. (ସଂ. ସୌଭାଗ୍ୟ) — [ଉ— ଦୁଆଗଲା ଶାଳୀ ବନେ କି ରଙ୍ଗ, ସୁଆଗ ନ ଥିବା ଜନେ କି ସଙ୍ଗ? କବିସୂର୍ଯ୍ୟ, ସଙ୍ଗୀତ।]