ସୁଆଁରିବା Suāñribā

  • ପ୍ରାଦେ. (ସମ୍ବଲପୁର) କ୍ରି — ଆଉଁସିବା — To tenderly chafe or massage the body
  • ଦେ. କ୍ରି — ମୁଣ୍ଡର କେଶକୁ ଆଙ୍ଗୁଠିଦ୍ୱାରା ଚିରି କେରା କେରା କରିବା — To divide the hair of the head into sheaves with the fingers