ସୁଁ ସୁଁ ହେବା Suñ suñ hebā

  • ଦେ. କ୍ରି — ଶର୍ଦି ଯୋଗୁଁ ଅନୁନାସିକ ନିଶ୍ୱାସ—ଶବ୍ଦ କରିବା — To make a nasal sound of breathing
  • ଦେ. କ୍ରି — ସକେଇ କରି କାନ୍ଦିବା — To moan with sighs and suppressed hissings