ସୀସା (ଇତ୍ୟାଦି) Sīsā (etc)
- ଦେ. ବି (ସଂ. ସୀସକ) — ଶିଖା ଇତ୍ୟାଦି (ଦେଖ) — Sīsā etc (See)
- ଦେ. ବି (ସଂ. ସୀସକ) — ବନିସିର ତେରଣ୍ଡାଠାରୁ ଥୋପ ପର୍ଯ୍ୟନ୍ତ ପାଣି ଭିତରେ ଥିବା ଡୋରକୁ ସଳଖଭାବରେ ରଖିବା ପାଇଁ ବ୍ଯବହୃତ ହେବା ଭାର — Weight attached to the angling line a few inches above the float to keep the float erect on water
- ଦେ. ବି (ସଂ. ସୀସକ) — [ଦ୍ର—ଏହା ସାଧାରଣତଃ ସୀସାରେ ନିର୍ମିତ ହୋଇ— ଥାଏ।]