ସୀର ଧ୍ୱଜ Sīra dhwaja
- ସଂ. ବି (ସାର=ଲଙ୍ଗଳ+ଧ୍ୱଜ=ଚିହ୍ନ; ବହୁବ୍ରୀହି) — ଜନକ ରାଜା — King Janaka
- ସଂ. ବି (ସାର=ଲଙ୍ଗଳ+ଧ୍ୱଜ=ଚିହ୍ନ; ବହୁବ୍ରୀହି) — [ଦ୍ର— ଏ ହ୍ରସ୍ୱରୋମ ରାଜାଙ୍କର ପୁତ୍ର। ଏ ପୁତ୍ରଲାଭ ନିମିତ୍ତ ଯଜ୍ଞ— ଭୂମି ଚାଷ କଲାବେଳେ ଲଙ୍ଗଳ ସିଆର ମଧ୍ୟରୁ ସୀତା ବାହାରିଲେ। ଏହାଙ୍କ ପୁତ୍ର ଭାନୁମାନ—ବିଷ୍ଣୁପୁରାଣ।]