ସୀମାନ୍ତକ Sīmantaka

  • ସଂ. ବି (ସୀମାନ୍ତ+କ; ଏହାକୁ ସଧବାମାନେ ସୀମନ୍ତରେ ଗ୍ରହଣ କରନ୍ତି) — ସିନ୍ଦୂର (ରାଜନିର୍ଘଣ୍ଟ) — Vermillion
  • ସଂ. ବି (ସୀମାନ୍ତ+କ; ଏହାକୁ ସଧବାମାନେ ସୀମନ୍ତରେ ଗ୍ରହଣ କରନ୍ତି) — ନରକବାସୀ (ହେମଚନ୍ଦ୍ର) — Certain beings said to inhabit the hell
  • ସଂ. ବି (ସୀମାନ୍ତ+କ; ଏହାକୁ ସଧବାମାନେ ସୀମନ୍ତରେ ଗ୍ରହଣ କରନ୍ତି) — [ଦ୍ର—ଏମାନେ ସଂଖ୍ୟାରେ 5 ଲକ୍ଷ ଥିବା କଥିତ।] — [ଦ୍ର—ଏମାନେ ସଂଖ୍ୟାରେ5ଲକ୍ଷ ଥିବା କଥିତ]
  • ସଂ. ବି (ସୀମାନ୍ତ+କ; ଏହାକୁ ସଧବାମାନେ ସୀମନ୍ତରେ ଗ୍ରହଣ କରନ୍ତି) — (ସୀମନ୍ତ+କ); ସୀମାନ୍ତ (ଦେଖ) — Sīmanta (See)
  • ସଂ. ବି (ସୀମାନ୍ତ+କ; ଏହାକୁ ସଧବାମାନେ ସୀମନ୍ତରେ ଗ୍ରହଣ କରନ୍ତି) — ଅସ୍ଥିସଂଘାତ (ସୁଶ୍ରୁତ); ଅସ୍ଥିମାନଙ୍କ ମିଳନ ସ୍ଥଳ — The meeting place of bones
  • ସଂ. ବି (ସୀମାନ୍ତ+କ; ଏହାକୁ ସଧବାମାନେ ସୀମନ୍ତରେ ଗ୍ରହଣ କରନ୍ତି) — [ଦ୍ର—ଦେହସ୍ଥ ଅସ୍ଥି ସଂଖ୍ୟା 300 ଓ ମତାନ୍ତରରେ 306 । ସୀମନ୍ତକ 14 ଟି। ଅସ୍ଥିର ମିଳନ ସ୍ଥାନମାନ ସୀବିତ ଅର୍ଥାତ୍ ସିଲାଇ କରାଯାଏ ବୋଲି ଏହି ନାମ ଦିଆଯାଇଅଛି।] — [ଦ୍ର—ଦେହସ୍ଥ ଅସ୍ଥି ସଂଖ୍ୟା300ଓ ମତାନ୍ତରରେ306 ସୀମନ୍ତକ14ଟି ଅସ୍ଥିର ମିଳନ ସ୍ଥାନମାନ ସୀବିତ ଅର୍ଥାତ୍ ସିଲାଇ କରାଯାଏ ବୋଲି ଏହି ନାମ ଦିଆଯାଇଅଛି]
  • ସଂ. ବି (ସୀମାନ୍ତ+କ; ଏହାକୁ ସଧବାମାନେ ସୀମନ୍ତରେ ଗ୍ରହଣ କରନ୍ତି) — (ସୀମାନ୍ତ+କେ. ଧାତୁ+କର୍ତ୍ତୃ. ଅ) ଚିନିସିନ୍ଦୂର — Vermillion