ସୀମା ସ୍ଥାନ Sīmā sthāna

  • ଦେ. ବି (ସଂ. ସୀମାନ୍ତ+ସ୍ଥାନ) — ମସ୍ତକ — Head
  • ଦେ. ବି (ସଂ. ସୀମାନ୍ତ+ସ୍ଥାନ) — [ଉ— ଜାନୁରେ ରଖି ସୀମାସ୍ଥାନ। କେ ବସି ଚାପନ୍ତି ଚରଣ—ଜଗନ୍ନାଥ, ଭାଗବତ।]