ସୀମା ଲଙ୍ଘନ Sīmā laṅghana

  • ସଂ. ବି — ସୀମାକୁ ଟପିଯିବା — Encroachment
  • ସଂ. ବି — (ଲକ୍ଷଣାର୍ଥ) ମର୍ଯ୍ୟାଦାର ଅତିକ୍ରମଣ — (figurative) stepping beyond the bounds of etiquette