ସୀମା ବାଦ Sīmā bādā
- ସଂ. ବି — ଏକାଧିକ ବ୍ଯକ୍ତିଙ୍କ ମଧ୍ୟରେ ଘଟିବା ସୀମା ସମ୍ବନ୍ଧୀୟ କଳହ — Boundary dispute
- ସଂ. ବି — [ଦ୍ର—ସୀମାବିବାଦ କିପରି, ଅର୍ଥାତ୍ କେଉଁ କେଉଁ ପ୍ରମାଣ ଗ୍ରହଣପୂର୍ବକ ମୀମାଂସା କରାଯିବ, କେଉଁ ଶ୍ରେଣୀର ସାକ୍ଷୀ ଏଥିପାଇଁ ଆବଶ୍ୟକ ଓ ସୀମା ବିବାଦ ମୀଂମାସା ପରେ ସୀମା କିପରିଭାବରେ ଚିହ୍ନିତ କରିବାକୁ ହେବ, ଏହା ସ୍ମୃତି (ଧର୍ମଶାସ୍ତ୍ର ଓ ସଂହିତା) ମାନଙ୍କରେ ବିଶେଷଭାବରେ ବର୍ଣ୍ଣିତ ହୋଇଅଛି।]