ସୀମା ବାଇଗଣ Sīmā bāigaṇa

  • ଦେ. ବି (ବୈଦ୍ଯକ) — ଏକପ୍ରକାର ଗଛ ଓ ତାହାର ଫଳ — A kind of tree and its fruit
  • ଦେ. ବି (ବୈଦ୍ଯକ) — [ଦ୍ର—ଏହି ଫଳ ଅମ୍ଳ, ମଧୁର ଓ ରୁଚିକର। ଏହା ମେହ, ଅଗ୍ନିମାନ୍ଦ୍ୟ, ଶ୍ୱାସ ଓ କ୍ଷୟରୋଗରେ ହିତକର —ଦ୍ରବ୍ଯଗୁଣ, କଳ୍ପଦ୍ରୁମ।]