ସୀମନ୍ତିନୀ Sīmantinī
- ସଂ. ବି. ସ୍ତ୍ରୀ (ସୀମନ୍ତ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ; ଯାହାଙ୍କର ସୀମନ୍ତ ଅଛି, ଅର୍ଥାତ୍ ଯେ ବାଳରେ ସୁନ୍ଥା ପକାନ୍ତି) — ସ୍ତ୍ରୀ; ନାରୀ— (ଅମର) — Woman
- ସଂ. ବି. ସ୍ତ୍ରୀ (ସୀମନ୍ତ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ; ଯାହାଙ୍କର ସୀମନ୍ତ ଅଛି, ଅର୍ଥାତ୍ ଯେ ବାଳରେ ସୁନ୍ଥା ପକାନ୍ତି) — ସୀମନ୍ତଧାରିଣୀ ସ୍ତ୍ରୀ; ସଧବା ସ୍ତ୍ରୀ (କାରଣ ସଧବାମାନେହିଁ ସୁନ୍ଥା କାଟିବାର ଓ ସୁନ୍ଥାରେ ସିନ୍ଦୂର ଘେନିବାର ଅଧିକାରିଣୀ) — A woman having her husband living
- ସଂ. ବିଣ. ସ୍ତ୍ରୀ — ସୀମନ୍ତଧାରିଣୀ — (A woman) Having the dressed hair parted in the middle